BREAKING
Loading...
:

ଗୋଟିଏ ନାଁ ରେ ଅନେକ ଗୁଡ଼ିଏ ବ୍ୟବସାୟ, ଜି ଏସ ଟି ଏନଫୋରସମେଣ୍ଟ ଟିମ ର ଚଢାଉ ।

 ଗୋଟିଏ ନାଁ ରେ ଅନେକ ଗୁଡ଼ିଏ ବ୍ୟବସାୟ, ଜି ଏସ ଟି ଏନଫୋରସମେଣ୍ଟ ଟିମ ର ଚଢାଉ ।




ବଲାଙ୍ଗୀର/ଟିଟଲାଗଡ (ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ରେ ଥିବା ଲାଠ ଡିଷ୍ଟ୍ରିବିଉଟର ନାମକ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ  ସିଟି ଆଣ୍ଡ ଜିଏସଟି ଏନଫୋରସ ମେଣ୍ଟ ବିଭାଗ ତତଫରୁ ଚଢାଉ କରାଯାଇଛି ।  ସୂଚନଯୋଗ୍ୟ ଯେ, ଗୋଟିଏ ନାମରେ ଅନେକ ଗୁଡ଼ିଏ ବାଣିଜ୍ୟିକ ପ୍ରତିଷ୍ଠାନ ଦୀର୍ଘ ବର୍ଷ ଧରି ଚଳାଇ ଆସୁଥିବା ବେଳେ ମାସିକ ଲକ୍ଷ, ଲକ୍ଷ ଟଙ୍କା ର ଜି ଏସ ଟି ଫାଙ୍କି ଆସୁଥିବା ନେଇ ବିଗତ ଦିନରେ ଲିଖିତ ଅଭିଯୋଗ କରିବା ସହ  କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ସବିଶେଷ ତଦନ୍ତ ଚାଲିଥିବା ବେଳେ ବିଭାଗ ପକ୍ଷରୁ କିଛି ପ୍ରକାଶ କରାଯାଇ ନାହିଁ।


ବଲାଙ୍ଗୀର ସନ୍ତୋଷ କୁମାର ନାୟକ 

Post a Comment

Previous Post Next Post
Header ADS