କରଡ଼ି ଗ୍ରାମର ପଶ୍ଚିମ ଦିଗ ମହାନଦୀ କୂଳରେ ଅବସ୍ଥିତ ଓଁ ଶ୍ରୀ ଶ୍ରୀ ଶ୍ରୀ ଚାମ୍ପେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ଚରିତ୍ର ମାନସ ନବାହ୍ନ ପରାୟଣ ୭ମ ଦିନରେ ବୈଦ୍ଧିକ ହୂମ ଯଜ୍ଞ ଓ ଅନ୍ନ ପ୍ରସନ୍ନ କାଯ୍ୟକ୍ରମ ଅନୁଷ୍ଠିତ l
ବୌଦ୍ଧ ଜିଲ୍ଲା (ମଣିଭଦ୍ରା ଖବର )ହରଭଙ୍ଗା ବ୍ଲକ ବିରନରସିଂହ ପୁର ଗ୍ରାମପଞ୍ଚାୟତ କରଡ଼ି ଗ୍ରାମରେ ଅବସ୍ଥିତ ଓଁ ଶ୍ରୀ ଶ୍ରୀ ଶ୍ରୀ ଚାମ୍ପେଶ୍ୱର ମହାଦେବ ପ୍ରଭୁଙ୍କର ପ୍ରାଙ୍ଗଣରେ ଥିବା ଧର୍ମ ମଣ୍ଡପ ରେ ଅନୁଷ୍ଠିତ ଶ୍ରୀରାମ ଚରିତ୍ର ମାନସ ପରାୟଣ ୭ମ ଦିନରେ ଶ୍ରୀରାମ ମହାପ୍ରଭୁଙ୍କ ଭକ୍ତ ମାନଙ୍କ ସହଯୋଗ ଓ ଅନୁଦାନ କ୍ରମେ ବୈଦ୍ଧିକ ହୁମଯଜ୍ଞ ଓ ଅନ୍ନ ପ୍ରସନ୍ନ କାଯ୍ୟ କ୍ରମ ଅନୁଷ୍ଠିତ l ଏହି କାଯ୍ୟକ୍ରମର ଉଯୋଗ କର୍ତ୍ତା ମାନେ ହେଲେ ମାଗୁଣି ଗାଈଗୌରିଆ, ବାଞ୍ଛାନିଧି ପ୍ରଧାନ, ପ୍ରଫୁଲ୍ଲ ଜେନା, କୁନୁ ଜେନା, ଅମର ମହାକୁଡ଼, ସାନୁଜ ସାହୁ, ଅଲେଖ ଜେନା, ଦେବରାଜ ନନ୍ଦ, ସଂଜୀବ ସାହୁ, ସୁଶାନ୍ତ ସାହୁ, ଜ୍ୟୋତିରଞ୍ଜନ ସାହୁ, ସୌମ୍ୟରଂଜନ ପଟ୍ଟନାୟକ ଋତୁରାଜ ମେଣ୍ଡିଲି, ଉମାକାନ୍ତ ଡାଙ୍ଗ, ପ୍ରଶାନ୍ତ ସାହୁ, ପ୍ରକାଶ ସାହୁ, ସୁନୀଲ ମହାକୁଡ଼, ସୁଜିତ ପଟ୍ଟନାୟକ, ପ୍ରମୋଦ ସାହୁ ପ୍ରମୁଖଙ୍କ ସହଯୋଗ କ୍ରମେ ଶହ ଶହ ଭକ୍ତ ମାନଙ୍କୁ ଅର୍ଣ୍ଣ ପ୍ରସନ୍ନ ଦେଖିବାକୁ ମିଳିଛି l
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦଙ୍କ ରିପୋର୍ଟ
Post a Comment