ବିବେକାନନ୍ଦ ଶିଶୁ ମନ୍ଦିର ରେ ଶିଶୁ ଦିବସ ପାଳିତ
ବେଲଗୁଣ୍ଠା( ମଣିଭଦ୍ରା ଖବର) ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ଠାରେ ଅନୁଷ୍ଠାନ ର ସଂପାଦକ ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଅଛି । ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିଶୁ ମାନଙ୍କୁ ନେଇ ସାଧାରଣ ଜ୍ଞାନ , ସୁନ୍ଦର ହସ୍ତାକ୍ଷର , ଚିତ୍ରାଙ୍କନ , କାଗଜ ତିଆରି ହସ୍ତ କର୍ମ ଏବଂ ରଙ୍ଗୋଲିି ପ୍ରତିଯୋଗୀତା କରା ଯାଇଥିଲା ।
ସୁଶାନ୍ତ ଗୌଡ଼ ଗୁରୁଜୀ ଶିଶୁ ଦିବସ ରେ ଶିଶୁ ଓ ଗୁରୁ ଙ୍କୁ ନେଇ ଏକ ତୁଳନାତ୍ମକ ଆଲୋଚନା କରି ସର୍ବଦା ଗୁରୁ ଙ୍କ ପ୍ରତୀ ଏକ ସକାରାତ୍ମକ ଭାବନା ରଖିବା ଆବଶ୍ୟକ ଅଛି ବୋଳି ମତ ପ୍ରଦାନ କରିଥିଲେ । ସହ ପ୍ରଧାନ ଆଚର୍ଯ୍ୟା ସଂଘମିତ୍ରା ନାୟକ ଶିଶୁଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ସୁନ୍ଦର ହସ୍ତାକ୍ଷର ପାଇଁ ପ୍ରୀୟାଁସୀ ସିଅ , ରୂପା ରତ୍ନା ବିଷୋୟୀ , ଶ୍ରଦ୍ଧା ଶ୍ରୀ ଲେଙ୍କା , ଚିତ୍ରାଙ୍କନ ପାଇଁ ଅର୍ଚ୍ଚନା ସାମଲ , ଅର୍ପିତା ରାଣୀ ପୃଷ୍ଟି , ତନ୍ମୟ ରାଉତ , ରାଙ୍ଗୋଲିି ପାଇଁ ସଂଧ୍ୟା ରାଣୀ ପାତ୍ର , ସଂତୋଷୀ ବଡ଼ତ୍ୟା , ଲିପ୍ସା ରାଣୀ ବେହେରା ଏବଂ କାଗଜ ହସ୍ତ କର୍ମ ପାଇଁ ଆଶୁତୋଷ ବେହେରା , ରାଜା ସ୍ୱାଇଁ, ଆଲୋକ ଗୌଡ଼ ଓ ନିର୍ମାଲ୍ୟ ପ୍ରସାଦ ସାହୁ ପୁରସ୍କୃତ ହୋଇଥିଲେ । ଅନୁଷ୍ଠାନ ର ଶୁଭଶ୍ରୀ ଗୁରୁମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ରଶ୍ମିତା , ସୌଭାଗ୍ୟ, ପିଙ୍କି, ପୂଜା , ସୁଲୋଚନା , ଇପ୍ସିତା , ରୁବି ଗୁରୁମା ଏବଂ ସୁକାନ୍ତ , ସନ୍ତୋଷ , ଗୁଣ୍ଡିଚା , ଶିବରାମ , ବସନ୍ତ, ସୂର୍ଯ୍ୟ , ସତ୍ୟ ଗୁରୁଜୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ଗଞ୍ଜାମ ବେଲଗୁଣ୍ଠା ରୁ ଜଗନ୍ନାଥ ନାୟକ ଙ୍କ ରିପୋର୍ଟ ମଣିଭଦ୍ରା ଖବର
Post a Comment