BREAKING
Loading...
:

ନୂତନ ତହସିଲଦାରଙ୍କ ଯୋଗ ଦାନ

 ନୂତନ ତହସିଲଦାରଙ୍କ ଯୋଗ ଦାନ  




ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ଼ ଜିଲ୍ଲାର ଦଶପଲ୍ଲା ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ରୁପେ ଶ୍ରୀ କୁମାର ରଥ ଵୁଧଵାର ଯୋଗଦାନ କରିଛନ୍ତି । ସେ ପୂର୍ବରୁ  ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରୁପେ କାର୍ଯ୍ୟ କରୁଥିଲେ। ପ୍ରକାଶ ଥାଉକି ଦୀର୍ଘ ଦିନ ହେଲା ଦଶପଲ୍ଲା ତହସିଲଦାର ପଦବୀ ଖାଲି ପଡିଥିଲା ।   ଅତିରିକ୍ତ ତହସିଲଦାର୍ କେଭକେଟସ୍ୱର୍ ରାଓ କାର୍ଯ୍ୟ ତୁଲାଇ ଆସୁଥିଲେ । ନୁତନ ତହସିଲଦାର ଶ୍ରୀ ରଥ ଯୋଗଦାନ ପରେ  ତାଙ୍କୁ ତହସିଲ  କର୍ମଚାରୀ ମାନେ ସ୍ବାଗତ  ଜଣାଇଥିଲେ । ସେହିପରି ମୋହରୀ ଖାନା ଏବଂ ଷ୍ଟାମ୍ପ  ଭେଣ୍ଡର କର୍ମଚାରୀ ସଂଘ ତରଫରୁ ସ୍ଵାଗତ  ସମ୍ବର୍ଦ୍ଧନା ଜଣାଯାଇଥିଲା ।



 ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋର୍ଟ ମଣିଭଦ୍ରା ଖବର,


Post a Comment

Previous Post Next Post
Header ADS