BREAKING
Loading...
:

ସୂର୍ଯ୍ୟ ପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା

 


ସୂର୍ଯ୍ୟ ପରାଗ  ପାଇଁ  ଅକ୍ଟୋବର ୨୫ ସରକାରୀ ଛୁଟି  ଘୋଷଣା



ଭୁବନେଶ୍ୱର (ମଣିଭଦ୍ରା ଖବର) ଆସନ୍ତା ୨୫ ତାରିଖ  ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ  ଉକ୍ତ ଦିନଟିକୁ  ରାଜ୍ୟ ସରକାର  ଛୁଟି  ଘୋଷଣା  କରିଛନ୍ତି  । ତଦନୁଯାୟୀ  ୨୫ ତାରିଖ ମଂଗଳ ବାର ଦିନ ରାଜ୍ୟର ସମସ୍ତ  ସରକାରୀ  ଅଫିସ, ସ୍କୁଲ କଲେଜ   ଆଦି ସମସ୍ତ ଶିକ୍ଷାନୁଷ୍ଠାନ,ରାଜସ୍ବ  ବିଭାଗୀୟ  କୋର୍ଟ, ବ୍ୟାଙ୍କ  ବନ୍ଦ ରହିବ  । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । 


ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS