ନୂତନ ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀ ଙ୍କ ଯୋଗଦାନ ।
ବଲାଙ୍ଗୀର (ମଣିଭଦ୍ରା ଖବର):ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଛନ୍ତି ଅଙ୍କିତା କୁମ୍ଭାର। ୨୦୧୯ ବ୍ୟାଚ୍ର ଓପିଏସ୍ ଅଫିସର ପୂର୍ବରୁ ଜଳେଶ୍ବର ଏସ୍ଡିପିଓ ଭାବରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଏବେ ଟିଟିଲାଗଡ଼ରେ ଯୋଗଦାନ କରିଛନ୍ତି।
ସୂଚନା ଅନୁଯାୟୀ, ପୂର୍ବତନ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥିଙ୍କର କଟକ ବଦଳି ହେବା ଜଣାପଡିଛି।ନୂତନ ଏସଡିପିଓ ଭାବେ ଯୋଗଦେବା ପରେ ଟିଟିଲାଗଡ଼ ପୁଲିସ ଉପଖଣ୍ଡରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଢ଼ତାର ସହିତ ବଜାୟ ରଖିବା ଓ ଅପରାଧ ଏବଂ ଅପରାଧିଙ୍କୁ ଦୃଢ଼ତାର ସହିତ ଦମନ କରାଯିବ ବୋଲି ପ୍ରକାଶ କରିଛନ୍ତି।
ବଲାଙ୍ଗୀର ସନ୍ତୋଷ କୁମାର ନାୟକ
Post a Comment