BREAKING
Loading...
:

ଖଣ୍ଡପଡ଼ାରେ ଗୁରୁଦିବସ ଧୁମଧାମରେ ପାଳିତ

ଖଣ୍ଡପଡ଼ାରେ  ଗୁରୁଦିବସ ଧୁମଧାମରେ ପାଳିତ




 ଖଣ୍ଡପଡ଼ା (ମଣିଭଦ୍ରା ଖବର)1888 ମସିହା ସେପ୍ଟେମ୍ବର ପାଞ୍ଚ ତାରିଖରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ ଜନ୍ମଗ୍ରହଣ କରିଥିଲେ l ଏହି ଦିନଟିକୁ ଗୁରୁଦିବସ ଭାବରେ ସମଗ୍ର ଭାରତ ବର୍ଷରେ ପାଳନ କରାଯାଉଛି l ସେହିପରି ଖଣ୍ଡପଡାର ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ର / ଛାତ୍ରୀ ମାନେ ଖୁବ ଉତ୍ସାହର ସହ ପାଳନ କରିଛନ୍ତି l  ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଯାଇ ଗୁରୁ ମାନଙ୍କୁ ପୂଜାର୍ଚ୍ଚନା କରିବା ସହିତ ଉପହାର ବଣ୍ଟନ କରିଥିଲେ ।  ଏହି ପରିପେକ୍ଷୀରେ ଆମେ ଖଣ୍ଡପଡାରେ ଥିବା ଆଦର୍ଶ ବିଦ୍ୟାଳୟରେ ମଧ୍ୟ ଛାତ୍ର ଛାତ୍ରୀ ମାନେ ଗୁରୁଦିବସ ପାଳନ କରିଥିଲେ ।  ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହିତ ଗୁରୁଦିବସ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ।  ପିଲାମାନେ ଗୁରୁପୂଜନ ସହ ତାଙ୍କୁ ମିଠା ଖୁଆଇ ସେମାନଙ୍କର ଆଶୀର୍ବାଦ ଲାଭ କରୁଛନ୍ତି l 


ସଂଗ୍ରାମ କେଶରୀ ଦେଓ ଖଣ୍ଡପଡ଼ା 

Post a Comment

Previous Post Next Post
Header ADS