ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ୪୬ ଜଣ ଦେଲେ ତୃତୀୟ ମେଧାବୃତ୍ତି ପରୀକ୍ଷା
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ଠାରୁ କିଛି ଦୂରରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ୪୬ ଜଣ ଛାତ୍ର ତୃତୀୟ ମେଧାବୃତ୍ତି ପରୀକ୍ଷା ଦେଇଥିବା ବେଳେ ୪ ଜଣ ଅନୁପସ୍ଥିତ ଥିବା ଜଣା ପଡ଼ିଛି।ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ପର୍ଯ୍ୟବେକ୍ଷକ ଭାବେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ପ୍ରଧାନ ଶିକ୍ଷକ ସୁପରି ଟେଡେଣ୍ଟ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ ପକ୍ଷରୁ ସୁଚାରୁରୂପେ ଛାତ୍ର ଛାତ୍ରୀ ପରୀକ୍ଷା ଦେବାପାଇଁ ବ୍ୟବସ୍ଥା କରାଯାଇଥିଲା।ଛାତ୍ର ଛାତ୍ରୀ ମାନେ ସୁଚାରୁରୂପେ ପରୀକ୍ଷା ଦେଇଥିବା ପ୍ରକାଶ କରିଛନ୍ତି।
ନୂଆଗାଁ ପୁଷ୍ପଲତା ପ୍ରଧାନ
Post a Comment