BREAKING
Loading...
:

ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବନ୍ୟାଞ୍ଚଳ ରେ ଗୋଖାଦ୍ୟ ବଣ୍ଟନ l

 ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବନ୍ୟାଞ୍ଚଳ ରେ ଗୋଖାଦ୍ୟ ବଣ୍ଟନ l 





ସୁବର୍ଣ୍ଣପୁର( ମଣିଭଦ୍ରା ଖବର)ବନ୍ୟା ପ୍ରଭାବିତ ଅଂଚଳରେ ଗୋପାଳକ ମାନଂକୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ସରସରା ପଂଚାୟତ ର ବନ୍ୟା ପ୍ରଭାବିତ ଅଂଚଳରେ 1050kg ଗୋଖାଦ୍ୟ ବଣ୍ଟନ କରାଯାଇଛି l କଲେଶ୍ୱର ଠାରେ 31ଜଣ, ମାଉଳସିଙ୍ଗା 12, ସନବାଗବାର 15, ବଡ଼ବଙ୍କାପଡା 15, ସାନବଙ୍କାପଡା 24 ଓ ବଘାରପାଲି ଠାରେ 32ଜଣ ଗୋପାଳକଙ୍କୁ ଗୋଖାଦ୍ୟ ବଣ୍ଟନ କରାଯାଇଛି l ଗୋଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ପ୍ରାଣୀଧନ ନିରୀକ୍ଷକ ବଢିଙ୍ଗା ଗୌରାଙ୍ଗ ସାହୁ, ସରସରା, ନିରଞ୍ଜନ ପାତ୍ର ଓ କୃତ୍ରିମ ପ୍ରଜନନକାରୀ ମୃଶୁଣ୍ଢୀ ରତନ କୁମାର କର୍ମୀ,ସରସରା ସରପଞ୍ଚ ହରି ନାଏକ,ବଡବଙ୍କାପଡା ୱାର୍ଡ ସଭ୍ୟ ଶୁଶାନ୍ତ କୁମାର ପୁରୋହିତ ପ୍ରମୁଖ ଉପସ୍ଥିତ ରହି ବନ୍ୟଞ୍ଚଳରେ ସରକାର ଙ୍କ ତରଫରୁ ଗୋଦାନା ବଣ୍ଟନ କରାଯାଇଛି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS