BREAKING
Loading...
:

ପୋଷାକ ବଣ୍ଟନ ଉତ୍ସବ ଉଦଘାଟିତ

 ପୋଷାକ ବଣ୍ଟନ ଉତ୍ସବ ଉଦଘାଟିତ



ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡାସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ / ଛାତ୍ରଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ସୋମବାର ଦିବା ଏକ ଘଟିକାରେ ଆରମ୍ଭ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ସାହୁ, ମୋ ସ୍କୁଲର ସଭାପତି କାଶୀନାଥ ଦାସ, A B E O ରବୀନ୍ଦ୍ର କୁମାର ରାଉତରାୟ, A B E O ନାରାୟଣ ଦାସ, A B E O କଳିଙ୍ଗ ନାଏକ, C R C C ନରେନ୍ଦ୍ର କୁମାର ସାହୁ, S M C ଅଧକ୍ଷ ସରୋଜ କୁମାର ଚୌଧୁରୀ, S M C ଉପାଧକ୍ଷା ସଂଘମିତ୍ରା ପ୍ରଧାନ ଓ S M C ର ଅନ୍ୟାନ୍ୟ ସଭ୍ୟା ମାନେ ଉପସ୍ଥିତ ଥାଇ 302 ଜଣ ଛାତ୍ର / ଛାତ୍ରୀଙ୍କୁ ଦୁଇ ହଳ ପୋଷାକ ଓ ଏକ ହଳ ଜୋତା ପ୍ରଦାନ କରାଯାଇଥିଲା l 


ସଂଗ୍ରାମ କେଶରୀ ଦେଓ ଖଣ୍ଡପଡ଼ା 



Post a Comment

Previous Post Next Post
Header ADS