BREAKING
Loading...
:

ଡିମିରି ପଲ୍ଲୀ ସେବାଶ୍ରମ ବିଦ୍ୟାଳୟ ନବୀକରଣ ନେଇ ପ୍ରସ୍ତୁତି ବୈଠକ

 ଡିମିରି ପଲ୍ଲୀ ସେବାଶ୍ରମ ବିଦ୍ୟାଳୟ ନବୀକରଣ ନେଇ ପ୍ରସ୍ତୁତି ବୈଠକ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଡିମିରି ପଲ୍ଲୀ ସେବାଶ୍ରମ ବିଦ୍ୟାଳୟ ୫ଟି ରେ ରୂପାନ୍ତରିତ ହେବାକୁ ନେଇ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ  ବିଡ଼ିଓ କୁମାର ନାୟକ,ସରପଞ୍ଚ ବବୁର ସାହୁ,ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୋଗ ଦେଇଥିଲେ।ଏହି ବୈଠକର ବିଦ୍ୟାଳୟ ନବୀକରଣ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।ନବୀକରଣ କାର୍ଯ୍ୟ ଠିକ୍ ସମୟରେ ପରି ସମାପ୍ତି ପାଇଁ ବିଡ଼ିଓ ଗୁରୁତ୍ବ ଦେଇଥିଲେ।ଆଲୋଚନାରେ   ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ  ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS