BREAKING
Loading...
:

ମୀନକେତନ ସ୍ମାରକୀ ସଂସ୍କୃତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ପାସ ହାର ୯୫% ରୁ ଉର୍ଦ୍ଧ୍ବ

 ମୀନକେତନ ସ୍ମାରକୀ  ସଂସ୍କୃତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ପାସ ହାର ୯୫% ରୁ ଉର୍ଦ୍ଧ୍ବ



ନୂଆଗାଁ (ମଣିଭଦ୍ରା ଖବର)ଚଳିତ ବର୍ଷ +୨ ଉପଶାସ୍ତ୍ରୀ ଛାତ୍ର ଛାତ୍ରୀ ଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ  ଜଗନ୍ନାଥ ପ୍ରସାଦ ରେ ଥିବା ବ୍ଲକ୍ ର  ଏକମାତ୍ର ମୀନକେତନ ସ୍ମାରକୀ ସଂସ୍କୃତ ମହାବିଦ୍ୟାଳୟ ର +୨ ଦ୍ଵିତୀୟ ବର୍ଷ ପରୀକ୍ଷା ଫଳ ୯୫% ରୁ ଉର୍ଦ୍ଧ୍ବ ରହିଛି।୪୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ଫାର୍ଷ୍ଟ କ୍ଲାସ ,୧୭ ଜଣ ସେକେଣ୍ଡ କ୍ଲାସ୍,୪ ଜଣ ଥାର୍ଡ କ୍ଲାସ୍ ରେ ଉତୀର୍ଣ୍ଣ ହୋଇଛନ୍ତି।ଚପଳା ମଲ୍ଲିକ ମହାବିଦ୍ୟାଳୟ ଟପ୍ପର ହୋଇଥିବା ଜଣା ପଡିଛି।ପ୍ରତିବର୍ଷ ଏହି ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ବହୁତ୍ ଭଲ ମାର୍କ ରଖି ଉତୀର୍ଣ୍ଣ ହେଉଥିବା ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ କହିଛନ୍ତି।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 


Post a Comment

Previous Post Next Post
Header ADS