BREAKING
Loading...
:

ହରିପୁର ହାଇସ୍କୁଲ ର ଛାତ୍ରୀ ମନୀଷା ପଣ୍ଡା ହେଲେ ନୂଆଗାଁ ବ୍ଲକ୍ ଟପ୍ପର

 ହରିପୁର ହାଇସ୍କୁଲ ର ଛାତ୍ରୀ ମନୀଷା ପଣ୍ଡା ହେଲେ ନୂଆଗାଁ ବ୍ଲକ୍ ଟପ୍ପର




ନୂଆଗାଁ (ପୁଷ୍ପଲତା ପ୍ରଧାନ) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ୮ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ରେ ଏ ୧ ଗ୍ରେଡ଼ ରେ ରହିଥିବା ବେଳେ ସୋମନାଥ ଦେବ ବିଦ୍ୟାପୀଠ, ହରିପୁର ହାଇସ୍କୁଲ ର ସର୍ବାଧିକ ୫ ଜଣ ଛାତ୍ର ଛାତ୍ରୀ ଏ ୧ ଗ୍ରେଡ଼ ରେ ରହିଛନ୍ତି।ହରିପୁର ହାଇସ୍କୁଲ ର ଛାତ୍ରୀ ମନୀଷା ପଣ୍ଡା ସର୍ବାଧିକ ୫୭୨ ନମ୍ବର ରଖି ନୂଆଗାଁ ବ୍ଲକ୍ ଟପ୍ପର ହୋଇଛନ୍ତି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ମଞ୍ଜରୀ ମହାପାତ୍ର ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଞ୍ଚଳବାସୀ ଛାତ୍ରୀ  ମନୀଷା ପଣ୍ଡା ଙ୍କୁ ଶୁଭେଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।


ରିପୋର୍ଟ ପୁଷ୍ପଲତା ପ୍ରଧାନ, ନୂଆଗାଁ 

Post a Comment

Previous Post Next Post
Header ADS