BREAKING
Loading...
:

ଟ୍ରେନ୍ ଲାଇନ୍ ଉପରେ ପଡ଼ି ରହିଛି ଅଚିହ୍ନା ମୃତ ଶରୀର

 ଟ୍ରେନ୍ ଲାଇନ୍ ଉପରେ ପଡ଼ି ରହିଛି ଅଚିହ୍ନା ମୃତ ଶରୀର





ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରୁ କିଛି ଦୂରରେ ଥିବା ପଞ୍ଚୁପାଣ୍ଡବ ଜଙ୍ଗଲ ମଧ୍ୟଦେଇ ଯାଇଥିବା ଟ୍ରେନ୍ ଲାଇନ୍ ଉପରେ ପଡ଼ି ରହିଛି ଅଚିହ୍ନା ମୃତ ଶରୀର।ମୃତ ଶରୀର କୁ ଦେଖିଲେ ଜଣାପଡେ ତାହା  ଦୁଇ କିମ୍ବା ତିନିଦିନ ର।ଏହି ମୃତ ଶରୀର ଏକ ପୁରୁଷର ହୋଇଥିବା ବେଳେ କାହାର ମୃତ ଶରୀର  ଖବର ସଂଗ୍ରହ ସୁଦ୍ଧା ଜଣା ପଡିନାହିଁ।ରେଳ ବିଭାଗ ପୁଲିସ ର ତଦନ୍ତ ପରେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS