BREAKING
Loading...
:

ପଞ୍ଚାୟତ ନିର୍ବାଚନ ର ସଫଳତା ମନେ ପକାଇ ଦେଇଛି ଗାତେରୀ ପଞ୍ଚାୟତ

 ଚଳିତ ପଞ୍ଚାୟତ ନିର୍ବାଚନ ର ସଫଳତା ମନେ ପକାଇ ଦେଇଛି  ଗାତେରୀ ପଞ୍ଚାୟତ



ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତ ଚଳିତ ପଞ୍ଚାୟତ ନିର୍ବାଚନ ର ସଫଳତା ମନେ ପକାଇ ଦେଇଛି।ଚଳିତ ପଞ୍ଚାୟତ ନିର୍ବାଚନରେ ଯେପରି ସରପଞ୍ଚ ଓ ସମିତି ସଭ୍ୟା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ।ସେହିପରି ଡମୁଣି ସେବା ସମବାୟ ସମିତି ରେ ମୋହନ ନାୟକ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।ଯାହାକି ନୂଆଗାଁ ବ୍ଲକ୍ କୋଣ ଅନୁକୋଣରେ ଚର୍ଚ୍ଚାର ବିଷୟ ପାଲଟିଛି। 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS