BREAKING
Loading...
:

ଶନିଶ୍ଚର ଦେବ ଙ୍କ ବାର୍ଷିକ ଉତ୍ସବରେ ଯୋଗ ଦେଲେ ଦଶପଲ୍ଲା ବିଧାୟକ


 ଶନିଶ୍ଚର ଦେବ ଙ୍କ ବାର୍ଷିକ ଉତ୍ସବରେ ଯୋଗ ଦେଲେ ଦଶପଲ୍ଲା  ବିଧାୟକ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁ ବାରୀ ଗ୍ରାମ ପଞ୍ଚାୟତ ତୋଡ଼ି ଗାଡିଆ ଗ୍ରାମ ଠାରେ ଶ୍ରୀ ଶ୍ରୀ ଶନିଶ୍ଚର ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶ୍ରୀ ଶନିଶ୍ଚର ଦେବ ଙ୍କ ଆଶୀର୍ବାଦ ନେବା ସହ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।  ସମ୍ମାନୀତ ଅତିଥି ଭାବେ  ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ସାହୁ, ସମିତି ସଭ୍ୟ କେଦାର ସେଠୀ,ବରିଷ୍ଠ ବିଜେଡ଼ି ସଂଗଠକ ସଞ୍ଜୀବ କୁମାର  ବେହେରା,ସନାତନ ବେହେରା ,ଗ୍ରାମ ସଭାପତି ପ୍ରମୁଖ ଯୋଗ ଦେଇଥିଲେ।ରୀତିନୀତି ଅନୁଯାୟୀ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS