ନୟାଗଡ (ମଣିଭଦ୍ରା ଖବର) ଜିଲ୍ଲା ପରିଷଦର ନୂତନ ଚେୟାରମ୍ୟାନ ଭାବେ ବିଜେଡିର ଦେବାଶିଷ ପଟ୍ଟନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ । ସେ ରଣପୁର ୨୨ ନମ୍ବର ଜୋନରେ ଜିଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପୁଣି ଥରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ବିଜେଡି ହାତେଇଥିବାରୁ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
By Debi prasad Dash
Post a Comment