BREAKING
Loading...
:

ଖାର୍କିଭରେ ଋଷର କ୍ଷେପଣାସ୍ତ୍ର ଆକ୍ରମଣ


 ନୂଆ ଦିଲ୍ଲୀ ୧-୩:ୟୁକ୍ରେନର ଖାର୍କିଭରୁ ପୁଣି ଖରାପ ଖବର ଆସୁଛି। ଋଷ ପୁଣି ଥରେ ଆକ୍ରମଣ କରିଛି। କୁହାଯାଉଛି ଯେ ଏହି କ୍ଷେପଣାସ୍ତ୍ର ଆକ୍ରମଣ ଆବାସିକ କ୍ଷେତ୍ରରେ କରାଯାଇଛି। ଏହି ଆକ୍ରମଣରେ ହସ୍ପିଟାଲ ମଧ୍ୟ ନଷ୍ଟ ହୋଇଛି। ଏହି ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ଓ ଆହତ ହୋଇଥିବା ଖବର ମଧ୍ୟ ଆସୁଛି।ଏହାପୂର୍ବରୁ ମଙ୍ଗଳବାର ଦିନ ଖାର୍କିଭରେ ଋଷର ଆକ୍ରମଣରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଭାରତୀୟ ଛାତ୍ର ନବୀନ କର୍ଣ୍ଣାଟକର ବାସିନ୍ଦା ଥିଲେ।

Post a Comment

Previous Post Next Post
Header ADS