ନୟାଗଡ: (ମଣିଭଦ୍ରା ଖବର) ନୟାଗଡ ପୈାର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀନୀ ନିରୁପମା ଖଟେଇ ୬୫୨୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀନୀ ତନୁଶ୍ରୀ ସାମଲଙ୍କୁ ପରାଜିତ କରିଛନ୍ତି । ନୟାଗଡ ପୈାର ପରିଷଦର ୧୬ ଟି ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ବିଜୟ ହାସଲ କରିଥିବା ଜଣାପଡିଛି ।
By Debi prasad Dash
Post a Comment