ବାତ୍ୟା ‘ମୁରାସୁ’ ମୁକାବିଲା:
ଗଞ୍ଜାମରେ ଜନସୁରକ୍ଷା ପାଇଁ ସମନ୍ୱିତ ପଦକ୍ଷେପ l
୧,୫୧,୪୩୪ ଜଣ ସ୍ଥାନାନ୍ତରିତ
୩,୪୧,୭୦୦ ଜଣଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା
୧୧୦ଟି ସ୍ଥାୟୀ ଓ ୧,୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ।
ଆଶ୍ରୟସ୍ଥଳୀରେ ମୌଳିକ ସୁବିଧା, ଚିକିତ୍ସା ଦଳ, ପାନୀୟ ଜଳ ଓ ଜେନେରେଟର
ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ
ପ୍ରତି ଗ୍ରାମରେ ନୋଡାଲ୍ ଅଧିକାରୀ ନିଯୁକ୍ତ l
ବିପଦପ୍ରବଣ ଅଞ୍ଚଳରେ ସ୍ୱତନ୍ତ୍ର ନଜର
ଅସୁରକ୍ଷିତ ଘରୁ ସ୍ଥାନାନ୍ତରଣ
୪ଟି ବ୍ଲକ୍ରେ ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ l
ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରାସ୍ତା ଓ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ପଦକ୍ଷେପ l
ପ୍ରସ୍ତୁତିରେ ସମନ୍ୱୟ, ପଦକ୍ଷେପରେ ତତ୍ପରତା ପ୍ରତିଟି ଜୀବନର ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment