*୩ ଓ ୪ରେ ଦକ୍ଷିଣରେ ଛେଚିବ !*
ମୁରାସୁ’ ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା,
ସୂଚନା ଦେଲେ IMD ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ବିଶେଷକରି ୩ ଓ ୪ ତାରିଖରେ ପବନ ସହ ବର୍ଷା ସମ୍ଭାବନା ରହିଛି ।
କାଲି ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।
୩ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ।
୪ ତାରିଖରେ ବି ପାଗର ସ୍ଥିତି ସମାନ ରହିବ- IMD ନିର୍ଦ୍ଦେଶିକା *
ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଅତିପ୍ରବଳ ବର୍ଷା ।
୫ ତାରିଖରୁ ବର୍ଷା କମିବ; କାଁ ଭାଁ ସ୍ଥାନରେ ବର୍ଷା ହେବ ।
ଆଜି ଦକ୍ଷିଣ ଓଡ଼ିଶାରେ ଝଟ୍କା ପବନ ୬୦ କିମି ବେଗରେ ବହିବ ।
୩ରେ ୫୦ରୁ ୬୦ କିମି ପବନ ବହିବ, ଝଟ୍କା ପବନର ବେଗ ରହିବ ୭୦ କିମି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment