BREAKING
Loading...
:

ଡ୍ୟାମ୍‌ରୁ ଜଳନିଷ୍କାସନ ଆରମ୍ଭ: EIC




 ଡ୍ୟାମ୍‌ରୁ ଜଳନିଷ୍କାସନ ଆରମ୍ଭ: EIC

ବାତ୍ୟାକୁ ଆଖିରେ ରଖି ଜଳସମ୍ପଦ ବିଭାଗର ବଡ଼ ତତ୍ପରତା ।

ଗଞ୍ଜାମ, ଗଜପତି, କନ୍ଧମାଳରେ ବେଶୀ ବର୍ଷା ନେଇ EICଙ୍କ ସୂଚନା ।

୨୧ରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି ।

ସେଥିପାଇଁ ଆମେ ଆଗୁଆ ପଦକ୍ଷେପ ନେଉଛୁ କହିଲେ EIC,

ଆଜିଠାରୁ ଡ୍ୟାମ୍‌ରୁ ପାଣି ରିଲିଜ କରିଛୁ, ୬୦ ପ୍ରତିଶତକୁ ଆଣିବୁ ।

ଆଜି ସକାଳୁ ଅପରେସନ ଆରମ୍ଭ କରିଛୁ, ତଳେ ଡ୍ୟାମେଜ ରହିଛି ।

ସେଥିପାଇଁ କଣ୍ଟ୍ରୋଲ କରି ଆଗୁଆ ଜଳ ନିଷ୍କାସନ କରିବୁ ।

୧୯ ତାରିଖ ସୁଦ୍ଧା ୬୦ ପ୍ରତିଶତକୁ ଆଣିବୁ- ସର୍ବୋଚ୍ଚ ଯନ୍ତ୍ରୀ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS