BREAKING
Loading...
:

ବିଧାୟକ ନବୀନ ପଟ୍ଟନାୟକଙ୍କ ନିଖୋଜ ପୋଷ୍ଟର ଘଟଣା: ଥାନାରେ ଲିଖିତ ଅଭିଯୋଗ ।

 



ବିଧାୟକ ନବୀନ ପଟ୍ଟନାୟକଙ୍କ ନିଖୋଜ ପୋଷ୍ଟର ଘଟଣା: ଥାନାରେ ଲିଖିତ ଅଭିଯୋଗ ।

ଗଞ୍ଜାମ : ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ହିଞ୍ଜିଳିକାଟୁ ବିଧାୟକ ନବୀନ ପଟ୍ଟନାୟକଙ୍କ ନାମରେ ନିଖୋଜ ପୋଷ୍ଟର ଲାଗିବା ଘଟଣାକୁ ନେଇ  ହିଞ୍ଜିଳି ବିଜେଡି ଟିମ୍ ଥାନାର ଦ୍ୱାରସ୍ଥ ହୋଇଛିନ୍ତି l ଏହି ଘଟଣାରେ ବିଜେଡି ଟିମ୍ ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ପୋଷ୍ଟର ଲଗାଇବା ପଛରେ କିଏ ରହିଛି, ତାହାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଟିମ୍ ଦାବି କରିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS