BREAKING
Loading...
:

ୟୁକ୍ରେନ୍‌ ଉପରେ ଋଷର ବୋମାମାଡ଼; ୨୬ ମୃତ

 



ୟୁକ୍ରେନ୍‌ ଉପରେ ଋଷର ବୋମାମାଡ଼; ୨୬ ମୃତ

ୟୁକ୍ରେନ୍‌ର ରିଲିଫ୍ ବଣ୍ଟନ କେନ୍ଦ୍ରରେ ଋଷର ବୋମାମାଡ଼; ୨୬ ମୃତ

ବୋମାମାଡରେ ୫ ଜଣ ଆହତ, ୨୭ ଜଣ ନିଖୋଜ ସୂଚନା ।

ୟୁକ୍ରେନର ଜାପୋରିଝିଆ ଅଞ୍ଚଳର ଏକ ସ୍କୁଲ୍‌ରେ ବୋମାମାଡ ।

ଏକ ସ୍କୁଲକୁ ରିଲିଫ୍ ବଣ୍ଟନ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିଲା ।

ଆକ୍ରମଣକୁ 'ଅତ୍ୟନ୍ତ ଭୟାବହ' ବୋଲି କହିଲେ ୟୁକ୍ରେନ ରାଷ୍ଟ୍ରପତି

 ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS