BREAKING
Loading...
:

ଗିଡ଼ିପା ବାଲି ଭୂସ୍ଖଳନ: #୨ ମୃତଦେହ ଉଦ୍ଧାର*

 



*ଗିଡ଼ିପା ବାଲି ଭୂସ୍ଖଳନ: #୨ ମୃତଦେହ ଉଦ୍ଧାର*

ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ୨ ମୃତଦେହ ଉଦ୍ଧାର ।

ଏନେଇ ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

ମୋଟ୍ ୨ ମୃତଦେହ ମିଳିଛି, ଉଭୟଙ୍କ ଚିହ୍ନଟ ସରିଛି ।

ଆସନ୍ତାକାଲି ସଂଧ୍ୟା ସୁଦ୍ଧା ରେସ୍କ୍ୟୁ ଅପରେସନ ସରିବ ।

ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆର୍‌ଏଫ୍ ସହ ରେଲୱେ ଟିମ୍ ନିୟୋଜିତ ଅଛନ୍ତି ।

ରାସ୍ତା ନଥିବାରୁ କୌଣସି କ୍ରେନ୍ ଯାଇପାରିବନି- ଅଗ୍ନିଶମ ଡିଜି

ବଡ଼ ବଡ଼ ପଥରଗୁଡ଼ିକୁ କଣ୍ଟ୍ରୋଲ ବ୍ଲାଷ୍ଟ ଦ୍ବାରା ହଟାଯିବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS