ଘର ଭାଙ୍ଗିଥିଲେ ମିଳିବ_୧ ଲକ୍ଷ ୩୦ ହଜାର ।
ବନ୍ୟା କ୍ଷୟକ୍ଷତି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ଦିଆଯିବ ।
ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଦିଆଯିବ ।
ବାରମାସୀ ଫସଲ ପାଇଁ ହେକ୍ଟର ପିଛା ମିଳିବ ୨୨,୫୦୦ ଟଙ୍କା ।
ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ, ୨୫୦୦ ଟଙ୍କା ଦିଆଯିବ ।
ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ ।
ପାର୍ବତ୍ୟ ଅଞ୍ଚଳରେ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର ଟଙ୍କା ।
ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍ ପାଇଁ ମିଳିବ ୧୦ ହଜାର ଟଙ୍କା ।
ବଡ଼ ବାଣିଜ୍ୟିକ ପ୍ରତିଷ୍ଠାନକୁ ମିଳିବ ୨୫ ହଜାର ଟଙ୍କା ।
କ୍ଷୟକ୍ଷତି ଆକଳନ ସଂପୂର୍ଣ୍ଣ ହୋଇନି, ସଂପୂର୍ଣ୍ଣ ହେଲେ ଆହୁରି ସହାୟତା ଜୋଗାଇ ଦିଆଯିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment