ଆମେରିକା ନିର୍ବାଚନ; ଟ୍ରମ୍ପଙ୍କୁ ଝଟ୍କା ।
ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍କା ।
ରିପବ୍ଲିକାନ୍ ପାର୍ଟିକୁ ହରାଇ ଡେମୋକ୍ରାଟିକ୍ ପାର୍ଟି ବିଜୟ।
୫୧ ଆସନ ହାତେଇବା ସହ ଡେମୋକ୍ରାଟିକ୍ ପାର୍ଟିକୁ ବହୁମତ ।
ମୋଟ୍ ୧୦୦ ଆସନ ମଧ୍ୟରୁ ଡେମୋକ୍ରାଟିକ୍ ପାର୍ଟିକୁ ମିଳିଲା ୫୧ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment