ଦିଲ୍ଲୀରେ ଭୁଶୁଡ଼ିଲା କୋଠା;୨ମୃତ ।
ଦିଲ୍ଲୀ ଚାୱଡୀ ବଜାରରେ ନିର୍ମାଣାଧୀନ ୩ ମହଲା କୋଠା ଭୁଶୁଡ଼ି ୨ ମୃତ ।
କିଛି ଲୋକ କୋଠା ତଳେ ଚାପି ରହିଥିବା ସୂଚନା ।
ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ।
କୋଠା ଭୁଶୁଡ଼ିବା ପରେ ନିର୍ମାଣ ସ୍ଥଳକୁ କରାଗଲା ସିଲ୍ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ: ୨ଯନ୍ତ୍ରୀ ସସ୍ପେଣ୍ଡ ।
ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଆକ୍ସନ ।
ଚାକିରିରୁ ସସ୍ପେଣ୍ଡ ହେଲେ JE ଓ ସହକାରୀ ଯନ୍ତ୍ରୀ ।
ଠିକାଦାରଙ୍କ ବିରୋଧରେ ଥାନାରେ ଏତଲା ।
କୌଣସି ଦୋଷୀଙ୍କୁ ଛଡ଼ାଯିବନି କହିଲେ ମୁଖ୍ୟମନ୍ତ୍ରୀ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment