ନିଆଁ ନେଲା ୨ ପରିବାରର ୧୨ ଜୀବନ ।
ମଧ୍ୟ ପ୍ରଦେଶରେ ଡବଲ୍ ଟ୍ରାଜେଡି; ୨ଟି ପରିବାରର ୧୨ ଜୀବନ୍ତ ଦଗ୍ଧ ।
ସିଓନି ଓ କଟ୍ନି ଜିଲ୍ଲାରେ ପୃଥକ ଭୟାବହ ଅଗ୍ନିକାଣ୍ଡ ।
ସିଓନିରେ ଗହଣା ବ୍ୟବସାୟୀଙ୍କ ୩ ମହଲା ଘରେ ଲାଗିଲା ନିଆଁ ।
ବାପାମାଆ ସମେତ ପରିବାରର ୬ ଜୀବନ୍ତ ଦଗ୍ଧ, ୪ ଗୁରୁତର
କଟ୍ନିରେ ବାଣ । ଦୋକାନରେ ନିଆଁ ଲାଗି ୩ ମହଲା କୋଠାକୁ ବ୍ୟାପିଲା ।
ସ୍ୱାମୀ-ସ୍ତ୍ରୀ, ବୋହୂ ଓ ନାତିନାତୁଣୀଙ୍କ ସହ ୬ ଜଳିଗଲେ ।
ମାଆ କୋଳରେ ଆଖି ବୁଜିଲା ୨ ମାସର ଶିଶୁପୁତ୍ର ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment