BREAKING
Loading...
:

ବିଜେଡି ଦଳରୁ ବହିଷ୍କାର ପରେ ଉପଜିଲ୍ଲାପାଳଙ୍କ ନିକଟରେ ଏନ ଏ ସି ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କଲା ବିଜୁ ଜନତାଦଳ

 



*ବିଜେଡି ଦଳରୁ ବହିଷ୍କାର ପରେ ଉପଜିଲ୍ଲାପାଳଙ୍କ ନିକଟରେ ଏନ ଏ ସି ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କଲା ବିଜୁ ଜନତାଦଳ*, *୧୫ ଦିନ ଭିତରେ ପଦବୀରୁ ଅଧ୍ୟକ୍ଷ ଇସ୍ତଫା ନଦେଲେ ହିନ୍ଦୋଳ ଏନଏସି ଅଫିସ ତାଲା ପକାଇବା ଚେତାବନୀ ଦେଲା ଦଳ*, 

 *ବିଜେଡ଼ି ରୁ ବହିସ୍କାର ପରେ ନିଜଆଡୁ ଅଧକ୍ଷ ପଦରୁ ଇସ୍ତଫା ଦେଇ ଦେବେକି ଅଧକ୍ଷ ନା ଉପଜିଲ୍ଲାପାଳ ନେବେ କାର୍ଯ୍ୟାନୁଷ୍ଠାନ ପଦରୁ କରିବେ ନିଲମ୍ବନ*, 

 କେଶବଙ୍କ ଅଧ୍ୟକ୍ଷ ପଦରୁ ନିଲମ୍ବନ ପାଇଁ ଉପଜିଲ୍ଲାପାଳଙ୍କୁ ବିଜେଡ଼ି ଦାବୀ ପତ୍ର ଦେବା ସମୟରେ ବିଧାୟିକାଙ୍କର ଉପଜିଲ୍ଲାପାଳଙ୍କୁ ଆସିଲା ଫୋନ୍ କଲ କଣ କହିଲେ ବିଧାୟିକା ଉଜିଲ୍ଲାପାଳଙ୍କୁ ସଧାରଣରେ ଚର୍ଚ୍ଚା ଆଲୋଚନା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS