ସାମ୍ବାବ୍ୟ ବାତ୍ୟା ପାଇଁ ଭଟ୍ଟାରିକା ଓ ସିଂହନାଥ ପୀଠ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବନ୍ଦ ରହିବ।
ସମ୍ଭାବ୍ୟ ବାତ୍ୟା 'ଅକଭାନ' ଏବଂ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ନଭେମ୍ବର ୨୦୨୬ (ଶୁକ୍ରବାର) ଦିନ କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ମା’ ଭଟ୍ଟାରିକା ପୀଠ ଓ ବାବା ସିଂହନାଥଙ୍କ ପୀଠ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି।
ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି କରାଯାଇଥିବା 'ଅରେଞ୍ଜ ୱାର୍ଣ୍ଣିଂ' (Orange Warning), ପ୍ରବଳ ବର୍ଷା ଓ ପବନର ସମ୍ଭାବନା ଯୋଗୁଁ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୨୦ ତାରିଖରେ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق