BREAKING
Loading...
:

ବାତ୍ୟା ‘ଅକୱାନ୍‌’କୁ ନେଇ ଆସିଲା ବଡ଼ ଖବର




 ବାତ୍ୟା ‘ଅକୱାନ୍‌’କୁ ନେଇ ଆସିଲା ବଡ଼ ଖବର ।

ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା,

ଘଣ୍ଟା ପ୍ରତି ୭ କିମି ବେଗରେ ଆଗକୁ ବଢୁଛି ବାତ୍ୟା ।

ଗୋପାଳପୁରରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ

ପୁରୀ ଠାରୁ ୭୭୦ କିମି ଦୂରରେ ବାତ୍ୟା । ‘ଅକୱାନ୍‌’

ବିଶାଖାପାଟଣା ଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS