BREAKING
Loading...
:

କଟକରେ ଅଗ୍ନିକାଣ୍ଡ:#ଶିଶୁମୃତ ।




 କଟକରେ ଅଗ୍ନିକାଣ୍ଡ:#ଶିଶୁମୃତ ।

କଟକ: ୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ।

ଦରଘାବଜାର ହାତୀପୋଖରୀରେ ଭୋର୍‌ରେ ଅଗ୍ନିକାଣ୍ଡ ।

୬ ବର୍ଷର ଶିଶୁପୁତ୍ର ମୃତ, SCBରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ।

ଅଗ୍ନିକାଣ୍ଡରେ ଗୁରୁତର ବୃଦ୍ଧଙ୍କ SCBରେ ଚାଲିଛି ଚିକିତ୍ସା ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS