BREAKING
Loading...
:

୮ ଜିଲ୍ଲାରେ ସ୍କୁଲ୍‌ ଛୁଟି

 *୮ ଜିଲ୍ଲାରେ ସ୍କୁଲ୍‌ ଛୁଟି*



ବାତ୍ୟା ଆଲର୍ଟ; ରାଜ୍ୟର ୮ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା.ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ସ୍କୁଲ୍‌ ଛୁଟି ।

କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି ଓ ଖୋର୍ଦ୍ଧାରେ ସ୍କୁଲ୍‌ ଛୁଟି ।

ଖୋର୍ଦ୍ଧା ବ୍ୟତୀତ ଅନ୍ୟ ୬ ଜିଲ୍ଲାରେ ୧୯ରୁ ୨୧ ଯାଏଁ ଛୁଟି ।

ଖୋର୍ଦ୍ଧା ଓ ମାଲକାନଗିରି ଜିଲ୍ଲାରେ ୧୯ ଓ ୨୦ ତାରିଖରେ ଛୁଟି ।

ସମସ୍ତ ସ୍କୁଲ୍‌, କଲେଜ ସମେତ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା।

ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ ।

୨୨ ତାରିଖ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ ।

ଛୁଟିରେ ଥିବା ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS