BREAKING
Loading...
:

ବ୍ରହ୍ମପୁର ମହାନଗର ନିଗମର ୧ ନମ୍ବର ୱାର୍ଡ ହନୁମାନ ନଗରରେ ଉଚ୍ଛେଦ ଅଭିଯାନ ଆରମ୍ଭ

 ବ୍ରହ୍ମପୁର ମହାନଗର ନିଗମର ୧ ନମ୍ବର ୱାର୍ଡ ହନୁମାନ ନଗରରେ ଉଚ୍ଛେଦ ଅଭିଯାନ ଆରମ୍ଭ



ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୧ ନମ୍ବର ୱାର୍ଡ ଅନ୍ତର୍ଗତ ହନୁମାନ ନଗରରେ ଆଜି ଉଚ୍ଛେଦ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଉଚ୍ଛେଦ କାର୍ଯ୍ୟକ୍ରମ ସମୟରେ ବିଏମ୍‌ସିର ଡେପୁଟି କମିଶନର ମଧ୍ୟ ଉପସ୍ଥିତ ରହିଛନ୍ତି। ମହାନଗର ନିଗମର କର୍ମଚାରୀଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବାର ସୂଚନା ମିଳିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS