BREAKING
Loading...
:

RBI ଡାଟା ସେଣ୍ଟର ଉଦ୍‌ଘାଟିତ

 



RBI ଡାଟା ସେଣ୍ଟର ଉଦ୍‌ଘାଟିତ ।

RBI ଡାଟା ସେଣ୍ଟର ଓ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦ୍‌ଘାଟିତ ।

ଜଟଣୀ ଇନ୍‌ଫୋଭାଲି-୨ରେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉଦ୍‌ଘାଟନ ଉତ୍ସବରେ ସାମିଲ ।

ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ । 

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଦୁଇ ଉପମୁଖ୍ୟମନ୍ତ୍ରୀ ଉତ୍ସବରେ ସାମିଲ ।

ଡାଟା ସେଣ୍ଟର ସବିଶେଷ ତଥ୍ୟ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS