BREAKING
Loading...
:

କାଲି ରାମ ମନ୍ଦିର CEO ନାଁ ଘୋଷଣା

 



କାଲି ରାମ ମନ୍ଦିର CEO ନାଁ ଘୋଷଣା ।

ଆସନ୍ତାକାଲି ଘୋଷଣା ହେବ ଅଯୋଧ୍ୟା ରାମ ମନ୍ଦିର CEOଙ୍କ ନାଁ।

ସରିଲା ଚୟନ ପ୍ରକ୍ରିୟା, କାଲି ଘୋଷଣା ହେବ CEOଙ୍କ ନାଁ ।

CEO ପଦ ପାଇଁ ୩ ଜଣଙ୍କ ନାଁ ସୁପାରିସ୍ କରାଯାଇଥିବା ସୂଚନା ।

ମୋଟ୍ ୫୫୮୫ ଆବେଦନର ସମୀକ୍ଷା କରିଥିଲା କମିଟି ।

ଚୂଡ଼ାନ୍ତ ଚୟନ ପାଇଁ ୧୬ ପ୍ରାର୍ଥୀଙ୍କ ଇଣ୍ଟରଭିଉ କରାଯାଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS