BREAKING
Loading...
:

ପରବର୍ତ୍ତୀ ସୂଚନା ଯାଏଁ ଗଣତିମଣତି ସ୍ଥଗିତ ।




 ପରବର୍ତ୍ତୀ ସୂଚନା ଯାଏଁ ଗଣତିମଣତି ସ୍ଥଗିତ ।

ପରବର୍ତ୍ତୀ ସୂଚନା ଯାଏଁ ସ୍ଥଗିତ ରହିଲା । ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ।

ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ଆଜି ୮ ଘଣ୍ଟା ୨୩ ମିନିଟ୍‌ ଭିତର ରତ୍ନଭଣ୍ଡାର ଗଣତି ମଣତି ହୋଇଛି'

'ଆହୁରି କେତେ ଦିନ ଗଣତି ମଣତି ହେବ କହି ହେବନି'

୧୯୭୮ ମସିହାର ତାଲିକା ସହ ସବୁ ମେଳକ ହେଉଛି'

ଠାକୁରଙ୍କ ନୀତି ବହୁଳତା ଯୋଗୁଁ ଏବେ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ'

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS