ବଢିଲା ବିଦ୍ୟାଭାରତୀଙ୍କ ଅଡ଼ୁଆ ।
ଏସିଏଫ ସୌମ୍ୟରଞ୍ଜନ ରହସ୍ୟଜନକ ମୃତ୍ୟୁ ମାମଲା- ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ବଢିଲା ଅଡୁଆ - ବିଦ୍ୟାଭାରତୀଙ୍କ ଆବେଦନ ହାଇକୋର୍ଟରେ ଖାରଜ- ସୌମ୍ୟ ମୃତ୍ୟୁ ମାମଲାରେ ଗିରଫ ଆଶଙ୍କା ବଢିଲା- ସୌମ୍ୟ ହତ୍ୟା ମାମଲାରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ କରିଥିଲେ ଆବେଦନ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment