BREAKING
Loading...
:

କାର ର କାଚ ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଲାପଟପ ଲୁଟ

 



ବ୍ରମ୍ହପୁର ,କାର ର କାଚ ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଲାପଟପ ଲୁଟ। ଆଖି ପିଛୁଳାକେ ଲୁଟିନେଲେ ଦୃବୁତ। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଡିପଲ ସ୍କୁଲ ନିକଟରେ ଭାଗବତ ପ୍ରଧାନ ନାମକ ଜଣେ ବ୍ଯକ୍ତି ନିଜ ଗାଡିକୁ ରାସ୍ତା କଡରେ ରଖିଥିବା ବେଳେ ହଟାତ କାର ର କାଚ ଭାଙ୍ଗି ଲୁଟ ହୋଇଥିବା ଅଭିଯୋଗ। ପାର୍ବଣ ରୁତୁ ଆରମ୍ଭ ରୁ ହିଁ ସହରରେ ଅପରାଧ, ଚୋରି,ଲୁଟ ଭଳି ଅଭିଯୋଗ ବଢୁଥିବା ବେଳେ ଲୋକଙ୍କ ମଧ୍ଯ ରେ ଆତଙ୍କ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତି ରେ ପୋଲିସ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବା ଜରୁରି ହୋଇପଡିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS