BREAKING
Loading...
:

ବାଇକ ଧକ୍କାରେ ଯୁବକ ଗୁରୁତର

 ବାଇକ ଧକ୍କାରେ ଯୁବକ ଗୁରୁତର ।



ପରଜଙ୍ଗ, -: ପରଜଙ୍ଗ ଥାନା ବସୋଈ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ୍ତ ରତ୍ନପୁର ଖେଳ ପଡିଆ ନିକଟରେ ବାଇକ ଅରୁହୀ ଦୁର୍ଘଟଣା l ଗୁରୁତର ଜୈନିକ ବ୍ୟକ୍ତି ଜଣକ ତାଳଚେର କଙ୍କିଳି ଅଞ୍ଚଳ ରୁ ବୋଲି ଜଣା ପଡିଛି l ସୂଚନା ମୂତାବକ ମୁକ୍ତାପଶି ରୁ ବଡ଼ କମର ପୂର୍ତ୍ତ ବିଭାଗ ରାସ୍ତା ର ବସୋଈ ଆଡକୁ ଆସୁଥିବା ସମୟରେ ରତ୍ନପୁର ଖେଳ ପଡିଆ ନିକଟରେ ଭାରସାମ୍ୟ ହରାଇ ଧ୍ରୁତ ଗତିରେ ବାଇକ ସହ ଛିଟିକି ଟିକି ରାସ୍ତା ତଳକୁ ଖସି ପଡ଼ିଥିଲେ l ଫଳରେ ବ୍ୟକ୍ତି ଜଣକ ଗୁଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୁଗେ କାମାକ୍ଷାନଗର କୁ ସ୍ଥାନାତର କରାଯାଇଥିଲା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS