BREAKING
Loading...
:

ପୋଲିସ କର୍ମଚାରୀଙ୍କ ପାଇଁ ସୋସିଆଲ୍ ମିଡିଆ କଟକଣା

 



ପୋଲିସ କର୍ମଚାରୀଙ୍କ ପାଇଁ ସୋସିଆଲ୍ ମିଡିଆ କଟକଣା ।

ଗାଇଡ୍‌ଲାଇନ୍‌ ଜାରି କଲା କମିସନରରେଟ ପୋଲିସ । ୟୁନିଫର୍ମ ରହି ସୋସିଆଲ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ କରିବା ମନା । ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟିବେଳେ ଫଟୋ ଓ ଭିଡିଓ ଉତ୍ତୋଳନ କରିପାରିବେନି । ଲୋକ ଭବନ, ଲୋକସେବା ଭବନ, ଲିଙ୍ଗରାଜ ମନ୍ଦିର ଭଳି ସ୍ଥାନରେ ମଧ୍ୟ କଟକଣା । ହାଇକୋର୍ଟ, ଆର୍‌ବିଆଇ ଭଳି ଅନ୍ୟ ସମ୍ବେଦନଶୀଳ ସ୍ଥାନ ପାଇଁ ବି କଟକଣା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS