BREAKING
Loading...
:

ହାତୀ ଆକ୍ରମଣରେ ଯୁବକ ମୃତ।

 



ହାତୀ ଆକ୍ରମଣରେ ଯୁବକ ମୃତ।

ତା୧୭/୦୮/୨୦୨୬, ସୋମବାର 

ଗୁଳେହି,ହିନ୍ଦୋଳ, ଢେଙ୍କାନାଳ।


ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଗୁଳେହି ପଞ୍ଚାୟତ ର ଚନ୍ଦ୍ର ଶେଖର ପୁର ଗ୍ରାମ ର ଜିତେନ୍ଦ୍ର ସାହୁ ନାମକ ୨୭ ବର୍ଷୀୟ ଯୁବକ ପିତା ଭାସ୍କର ସାହୁ ଆଜି କନ୍ତାମିଲା ଗୁରୁଡି ସାହି ନିକଟସ୍ଥ କାଜୁ ଜଙ୍ଗଲ ପାଖରେ ଥିବା ପୋଖରୀ କୁ ଦିନ ୧୧ଟା ବେଳେ ଶୌଚ ହେବା ପାଇଁ ଯାଇଥିଲେ।ତେବେ ଏହି ସମୟ ରେ ହାତୀ ଆକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି।ଏଯାବତ ପହଞ୍ଚି ନାହିଁ ବନ ବିଭାଗ। ହିନ୍ଦୋଳ ରେ ଥମୁନି ହାତୀ ଆତଙ୍କ।ହାତୀ ପାଦତଳେ ଚାଲି ଯାଉଛି ନିରୀହ ମଣିଷ ଜୀବନ। ନିଦାବିଷ୍ଣୁ ସାଜିଛି ବନ ବିଭାଗ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS