BREAKING
Loading...
:

ଇଥାନଲ ପାଇଁ ଚିନି ଦରବୃଦ୍ଧି: କୃଷ୍ଣଚନ୍ଦ୍ର ପାତ୍ର

 



ଇଥାନଲ ପାଇଁ ଚିନି ଦରବୃଦ୍ଧି: କୃଷ୍ଣଚନ୍ଦ୍ର ପାତ୍ର ।

ଚିନି ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ।

-ଇଥାନଲ ପାଇଁ ଦରବୃଦ୍ଧି ଘଟିଛି ମାତ୍ର ଏହା ପଛରେ ଅନ୍ୟ କାରଣ ମଧ୍ୟ ରହିଛି’

କେନ୍ଦ୍ର ସରକାର ବର୍ତ୍ତମାନ ଚିନି ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି ।

ଆସନ୍ତା କିଛି ଦିନରେ ଚିନି ଦର ନିୟନ୍ତ୍ରଣକୁ ଆସିବ କହିଲେ ମନ୍ତ୍ରୀ ।

Post a Comment

Previous Post Next Post
Header ADS