BREAKING
Loading...
:

ଇଟାମାଟି ଶ୍ରୀ ଅରବିନ୍ଦ ପୂର୍ଣ୍ଣ।ଙ୍ଗ ଶିକ୍ଷା କେନ୍ଦ୍ର ତରଫ ରୁ ୨୨ ୟୁନିଟ୍ ରକ୍ତ ସଂଗୃହୀତ

 ଇଟାମାଟି ଶ୍ରୀ ଅରବିନ୍ଦ ପୂର୍ଣ୍ଣ।ଙ୍ଗ

ଶିକ୍ଷା କେନ୍ଦ୍ର ତରଫ ରୁ ୨୨ ୟୁନିଟ୍ ରକ୍ତ ସଂଗୃହୀତ




 ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଇଟାମାଟି ପରିସରରେ ପରମପ୍ରଭୁ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜନ୍ମବାର୍ଷିକୋତ୍ସବ ଉପଲକ୍ଷେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ସହଯୋଗରେ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପ୍ରହଲ୍ଲାଦ ସାହୁ ସମ୍ପାଦକ ଶରତ କୁମାର ମଙ୍ଗରାଜ ତଥା ସମସ୍ତ ସଦସ୍ୟ ବୃନ୍ଦ ଓ ସମସ୍ତ ଅପାଭାଇ ଏବଂ ସ୍ଥାନୀୟ ସ୍ବେଛାସେବୀ ଭାଗିରଥି ବାଇ, ଉମେଶ ଚନ୍ଦ୍ର ପଟ୍ଟନାୟକ ଓ ଅନ୍ୟ ଅପାଭାଇଙ୍କ ସହାୟତାରେ ଏବଂ ରାଜକିଶୋର ରାଧାମଣୀ ସ୍ମୃତି ସଂସଦ ସୌଜନ୍ୟତାରେ ୨୨ୟୁନିଟ ରକ୍ତ ସଂଗ୍ରହ କରାଯାଇଛି | ଅଧ୍ୟକ୍ଷ ସୁଦର୍ଶନ ଦାସ ଙ୍କ ଅଧୟକ୍ଷତାରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରାଯାଇଥିଲା।

ମଣିଭଦ୍ରା ଖବର,ଇଟାମାଟି 

Post a Comment

Previous Post Next Post
Header ADS