ସୁଧାଂଶୁ ରାଉତଙ୍କ ନାଁରେ ଆଉ ଏକ FIR ।
ଏକ ଘରୋଇ ଚ୍ୟାନେଲ ସମ୍ପାଦକ ସୁଧାଂଶୁ ରାଉତଙ୍କ ନାଁରେ ଆଉ ଏକ FIR ।
ଚନ୍ଦ୍ରଶେଖରପୁର ଥାନାରେ ଏତଲା କଲେ ଏକ ବିଲ୍ଡର ସଂସ୍ଥା ।
ଚ୍ୟାନେଲରେ ୨ କୋଟି ପୁଞ୍ଜି ଖଟାଇ ଅଂଶଧନ କିଣିବାକୁ ଚାପ ପକାଇଥିଲେ ।
ସଂସ୍ଥାର ମିଡିଆ ଦାୟିତ୍ବ ବୁଝିବାକୁ ପ୍ରସ୍ତାବ ଦେଇଥିଲେ, ପ୍ରତ୍ୟାଖ୍ୟାନ କଲୁ
ଏହା ପରଠୁ ସୁଧାଂଶୁ ରାଉତ ଆମ ବିରୋଧରେ ଖବର ପ୍ରସାରଣ ଆରମ୍ଭ କଲେ ।
ଆମ ଶୈଳଶ୍ରୀବିହାର ସ୍ଥିତ ଘରକୁ କିଛି କର୍ମଚାରୀଙ୍କୁ ପଠାଇ ଧମକାଇଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق