BREAKING
Loading...
:

୯୨ ଲକ୍ଷ ଟଙ୍କାର ଠକେଇ ।

 



୯୨ ଲକ୍ଷ ଟଙ୍କାର ଠକେଇ ।

ଭୁବନେଶ୍ୱର:- ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ ।

ଭୁବନେଶ୍ୱର ସରକାରୀ ଜମିକୁ ନିଜର କହି ବିକିବା ମହଙ୍ଗା ପଡ଼ିଲା ।

ଅଭିଯୁକ୍ତକୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ ।

ମେହେରପଲ୍ଲୀ ଓ ମେଣ୍ଢାଶାଳରେ ଜମି ଦେବାକୁ କହି ଠକିଥିଲା ।

ମେହେରପଲ୍ଲୀ ଜମି ସରକାରଙ୍କ ଦ୍ୱାରା ଅଧିଗ୍ରହଣ ହୋଇଥିଲା ।

ଅଭିଯୁକ୍ତ ଜଣକ ସରକାରଙ୍କ ଠାରୁ କ୍ଷତିପୂରଣ ପାଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS