BREAKING
Loading...
:

ପରୋଲରେ ଆସି ଚମ୍ପଟ୍‌: ୯ ବର୍ଷ ପରେ ଗିରଫ

 



ପରୋଲରେ ଆସି ଚମ୍ପଟ୍‌: ୯ ବର୍ଷ ପରେ ଗିରଫ

ପରୋଲ୍‌ରେ ଆସି ଚମ୍ପଟ୍‌ ମାରିଥିବା ଜଣେ ଦୋଷୀ ୯ ବର୍ଷ ପରେ ଗିରଫ ।

ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାଜିତ ଖାନ୍‌ ଗିରଫ ।

ସାଜିତ ଖାନ୍‌କୁ ଅମୃତସରରୁ ଗିରଫ କଲା କମିଶନରେଟ୍‌ ପୋଲିସ ।

ଚୌଦ୍ବାରରେ ୨୦୦୮ରେ ମହିଳାଙ୍କୁ ହତ୍ୟା କରି ଆଜୀବନ ସଜା କାଟୁଥିଲା ।

୨୦୧୭ରେ ୩ ମାସ ପାଇଁ ପରୋଲ୍‌ରେ ଆସି ଚମ୍ପଟ୍‌ ମାରିଥିଲା ।

ଅମୃତସରରେ ନାଁ ବଦଳାଇ ଫୟାଜ ଖାନ ନାଁରେ ହକ୍କର କାର୍ଯ୍ୟ କରୁଥିଲା ।

୨୦୨୫ରେ ଏନେଇ ଆମକୁ ରିପୋର୍ଟ ପରେ ଖୋଜି ବାହାର କଲୁ- ସିପି ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS