DG ପଦବୀ ପାଇଁ ୩୩ IPS ମନୋନୀତ#
DG ପଦବୀ ପାଇଁ ଦେଶର ୩୩ଜଣ ବରିଷ୍ଠ IPS ମନୋନୀତ,
କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ମଞ୍ଜୁରୀ,
ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ IPS,
IPS ସୁଧାଂଶୁ ଷଡଙ୍ଗୀ ଓ ପଦ୍ମାକର ଏସ୍ ରଣପିସେ ମନୋନୀତ,
୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୫ ବ୍ୟାଚର ପଦ୍ମାକର ଏସ୍ ରଣପିସେ#
إرسال تعليق