BREAKING
Loading...
:

ରଜରେ ବଡମ୍ବା ଟି ସେତୁ ଉପରେ ବଡ଼ ଦୁର୍ଘଟଣା..

 ରଜରେ ବଡମ୍ବା ଟି ସେତୁ ଉପରେ ବଡ଼ ଦୁର୍ଘଟଣା.. 



ରଜରେ ବଡ଼ ଦୁର୍ଘଟଣା।  ବଡମ୍ବା ଟି ସେତୁ ଉପରେ ଅଟୋ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୁଣ୍ଡ କଟିଗଲା । ଯୁବକ ବଡମ୍ବା ବୃନ୍ଦାବନପୁର ଯୁବକ ଶୁସିଲ କୁମାର ଗୋଛି। ଭଉଣୀ ଘରକୁ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା। ଅଟୋରେ ଥିବା ୬ ଜଣ ମହିଳା ଆହତ ହୋଇଛନ୍ତି। ବଡମ୍ବା ଟି ସେତୁ ଉପରେ ଘଟିଛି ଦୁର୍ଘଟଣା।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS